ରାୟଗଡା: ସୋସିଆଲ ମିଡିଆରେ ନକଲି ନିଯୁକ୍ତି ବିଜ୍ଞାପନ! ସତର୍କ ରୁହନ୍ତୁ
ସୋସିଆଲ ମିଡିଆରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନକୁ ନେଇ ଉଠିଲା ପ୍ରଶ୍ନ। ବିନା ଠିକଣା ଓ ମେଲ ଆଇଡିରେ ମୋବାଇଲ ନମ୍ବର ଦେଇ ଚାଲିଛି ନିଯୁକ୍ତି ପ୍ରଲୋଭନ। ଆଦିବାସୀ ଯୁବକ ଯୁବତୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ, ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦାବି।