କୋରାପୁଟ ପୌର ପରିଷଦ ୱାର୍ଡ ନଂ ୧୧ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ହଠାତ୍ ପରିଦର୍ଶନରେ ପହଞ୍ଚିଲେ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ। ହଠାତ୍ ଗସ୍ତ କରି ରାସ୍ତା ନିର୍ମାଣ କାର୍ଯ୍ୟ ଦେଖିବା ସହ ବିଭାଗୀୟ ଅଧିକାରୀ ସହ ଆଲୋଚନା କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ଯେଭଳି ଉଚ୍ଚ କୋଟୀର ହେବ ନିର୍ମାଣ କାର୍ଯ୍ୟରେ ଯେଭଳି କୌଣସି ଚଞ୍ଚକତା ନହେବ ନିଜେ ଉପସ୍ଥିତ ରହି ତଦାରଖ କରିଥିଲେ