Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ତାଳଚେର ସଦର: ତାଳଚେର ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ପରିଦର୍ଶନ କଲେ ଜିଲାପାଳ

Talcher Sadar, Angul | Dec 31, 2025
ଅନୁଗୁଳ ଜିଲ୍ଲାପାଳ ବୁଧବାର ସକାଳ ୧୧ ଘଟିକା ସମୟରେ ତାଳଚେରର ହାଟତୋଟା,ଚିତ୍ରକୋଟ ବନ୍ଧ,ତାଳଚେର କଲେଜ ଓ ଛାତ୍ରୀ ନିବାସ କ୍ୟାମ୍ପସ,ଜଗନ୍ନାଥ ପାର୍କ,ମ୍ୟୁଜିୟମ,ରାମଚନ୍ଦ୍ର ବଜାର ଅଞ୍ଚଳରେ ନିର୍ମାଣଧୀନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ ।