ଗୁରୁବାର ବୌଦ୍ଧ ଥାନା ଜଡ଼ାପାଲ ଗ୍ରାମ ନିକଟ ଜଙ୍ଗଲରେ ଚାଲିଥିବା ବେଆଇନ ମଦ ରନ୍ଧା ଆଡ଼ଡା ଉପରେ ବୌଦ୍ଧ ଅବକାରୀ ଥାନା ପକ୍ଷରୁ ଚଢାଉ କରା ଯାଇଥିଲା l ସେଠାରେ ମଦ ରନ୍ଧା ଚାଲିଥିବା ବେଳେ 460 କେଜି ମହୁଲ ପୋଚ ସହ 35 ଲିଟର ଦେଶୀ ମଦ ଜବତ କରି ନଷ୍ଟ କରା ଯାଇଥିଲା l ଉକ୍ତ ମାମଲାରେ କାହାକୁ ଗିରଫ କରା ଯାଇ ନଥିବା ସୁଚନା ମିଳିଛି |