Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ନୂଆଡିହି ଅଞ୍ଚଳରେ ଦନ୍ତାହାତୀ ଗଜେନ୍ଦ୍ରର ଉପଦ୍ରବ,ବ୍ୟାପକ ଧାନ ଫସଲ କ୍ଷୟକ୍ଷତି

ରିଆମାଳ ବନାଞ୍ଚଳ ନୁଆଡିହି ଅଞ୍ଚଳରେ ଦନ୍ତାହାତୀ ଗଜେନ୍ଦ୍ର ଆଜି ଉପଦ୍ରବ କରୁଥିବା ଜଣାପଡିଛି। ଦନ୍ତାହାତୀ ଗଜେନ୍ଦ୍ର ବେକରେ ଜିପିଏସ ଲଗାଯାଇ ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଥିବା ବେଳେ ଯେଭଳି ଜନବସତି ମୁହାଁ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। କିନ୍ତୁ ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଞ୍ଚଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହେଉଥିବା ଜଣାପଡିଛି। ନୂଆଡିହି ଖସଡା ଜଙ୍ଗଲରୁ ଆଜି ଦିନ ପ୍ରାୟ 2 ଟାରେ ବାହାରି ଆସି ଉକ୍ତ ଅଞ୍ଚଳରେ ଉପଦ୍ରବ ଜାରି ରହିଥିବା ନେଇ ଆଜି ରାତି 9 ଟାରେ ବନବିଭାଗ ଠାରୁ ସୂଚନା ମିଳିଛି।

MORE NEWS

ଦେବଗଡ: ନୂଆଡିହି ଅଞ୍ଚଳରେ ଦନ୍ତାହାତୀ ଗଜେନ୍ଦ୍ରର ଉପଦ୍ରବ,ବ୍ୟାପକ ଧାନ ଫସଲ କ୍ଷୟକ୍ଷତି - Debagarh News