ସମ୍ବଲପୁର ମ୍ୟୁନିସିପାଲଟି: ଶାସନ ଥାନା ଅନ୍ତର୍ଗତ ଟିପୁପଡା ନିକଟରେ ସଡ଼କ ଦୁର୍ଘଟଣା ଦୁଇ ମୃତ, ଜଣେ ଗୁରୁତର
ଶାସନ ଥାନା ଅନ୍ତର୍ଗତ ଟିପୁପଡା ନିକଟରେ ସଡ଼କ ଦୁର୍ଘଟଣା ଦୁଇ ମୃତ, ଜଣେ ଗୁରୁତର l ଟିପୁପଡ଼ା ନିକଟରେ ଆଜି ସକାଲ ପ୍ରାୟ 9 ଟା ସମୟରେ ଏକ ବୋଲେର ବାଇକକୁ ମୁହାଁ ମୁହିଁ ଧକ୍କା ଦେଇଥିଲା l ଏଥିରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ l ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଶାସନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି l