#ଦୁଇ_ଟ୍ରେନ୍_ମୁହାଁମୁହିଁ_ଧକ୍କା
ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଗୋଟିଏ ଟ୍ରାକ୍ ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ । ଝାରପଡ଼ା ବ୍ରିଜ୍ ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନି।
#RailwayNews_Bhubaneswar #TrainIncident_Bhubaneswar
#BhubaneswarRailway #OdishaNews #RailSafety #TrainOperations #LocoPilot #koraputmedia
Boriguma, Koraput | Jun 11, 2026