ସଦର: ଭବାନୀପାଟଣା ଠାରେ ମାଁ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରାରେ ସାମିଲ ହେଲେ ଭବାନୀପାଟଣା ବିଧାୟକ ସାଗର ପ୍ରସାଦ ଦାସ
ଭବାନୀପାଟଣା ଠାରେ ପ୍ରସିଦ୍ଧ ମାଁ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରାରେ ସାମିଲ ହୋଇଛନ୍ତି ଭବାନୀପାଟଣା ବିଧାୟକ ସାଗର ପ୍ରସାଦ ଦାସ । ଆଜି ୨ ଟା ପର୍ଯ୍ୟନ୍ତ ଛତର ଯାତ୍ରାରେ ସାମିଲ ହୋଇ ମାଁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା।