Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କୋରାପୁଟ ସହର: ଡେଙ୍ଗାଜାନୀଗୁଡା ଗାଁ ସମସ୍ୟା ସାଂସଦ ରେ ଉପସ୍ଥାପନା କରିବି... କୋରପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଖା

Koraput Town, Koraput | Feb 8, 2026

MORE NEWS

ଜୟପୁର : ପୁଣିଥରେ ଫେରିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରସଙ୍ଗ । ରାଜ୍ୟପାଳଙ୍କୁ ଭେଟିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ପାଇଁ କଂଗ୍ରେସର ଚେତାବନୀ ।

ଜୟପୁର : ପୁଣିଥରେ ଫେରିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରସଙ୍ଗ । ରାଜ୍ୟପାଳଙ୍କୁ ଭେଟିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ପାଇଁ କଂଗ୍ରେସର ଚେତାବନୀ ।

Koraput Town, Koraput | Jul 10, 2026

"ତୁରନ୍ତ ଜିଲ୍ଲା ଛାଡ଼... ଆମ ପିଲାଙ୍କୁ ମୁର୍ଖ କରନାହିଁ!"

ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଡ଼ା ଚେତାବନୀ।

ତାଙ୍କ କହିବା ଅନୁସାରେ, ଯଦି ଆଗାମୀ ଦିନରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ସୁନିଶ୍ଚିତ ନହୁଏ, ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।

#Koraput #Jeypore #TaraprasadBahinipati #LocalEmployment #OdishaNews #Openlensnews #VoiceOfKoraput

"ତୁରନ୍ତ ଜିଲ୍ଲା ଛାଡ଼... ଆମ ପିଲାଙ୍କୁ ମୁର୍ଖ କରନାହିଁ!" ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଡ଼ା ଚେତାବନୀ। ତାଙ୍କ କହିବା ଅନୁସାରେ, ଯଦି ଆଗାମୀ ଦିନରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ସୁନିଶ୍ଚିତ ନହୁଏ, ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। #Koraput #Jeypore #TaraprasadBahinipati #LocalEmployment #OdishaNews #Openlensnews #VoiceOfKoraput

Koraput Town, Koraput | Jul 10, 2026

ବୋରିଗୁମ୍ମା-  କ୍ଷତି ପୂରଣ ଦାବି ପାଇଁ  ୯ଘଣ୍ଟା ଧରି ଅଟକିଲା ଶବ। 
କୋଟପାଡ଼ ଥାନା  ଚିତ୍ରା ନିକଟରେ ସଡ଼କ ଦୁର୍ଘଟଣା ରେ ମୃତ୍ୟ ହୋଇଥିବା ବ୍ୟକ୍ତିଙ୍କ ଶବ କୁ ମେଡିକାଲ ରଖି କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। ଗତ ମଙ୍ଗଳବାର ଦିନ ବାଣ୍ଡିଗୁଡ଼ା ଗାଁ ର ରତ୍ନାକର ଗାଦବା ନାମକ ବ୍ୟକ୍ତି ମିସ୍ତ୍ରୀ କାମରେ ବାଇକ ଯୋଗେ ଗୀର୍ଲା ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସି ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା ଫଳରେ ରତ୍ନାକର ଙ୍କୁ ଗଭୀର ଆଘାତ ଲାଗିଥିଲା ତୁରନ୍ତ କୋଟପାଡ଼, ଜୟପୁର ପରେ ଭୁବନେଶ୍ୱର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ କାଲି ବିଶାଖାପାଟଣା ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ବେଳେ ବାଟରେ ରତ୍ନାକରଙ୍କ ମୃତ୍ୟୁ ହଇଥିଲା।

ବୋରିଗୁମ୍ମା- କ୍ଷତି ପୂରଣ ଦାବି ପାଇଁ ୯ଘଣ୍ଟା ଧରି ଅଟକିଲା ଶବ। କୋଟପାଡ଼ ଥାନା ଚିତ୍ରା ନିକଟରେ ସଡ଼କ ଦୁର୍ଘଟଣା ରେ ମୃତ୍ୟ ହୋଇଥିବା ବ୍ୟକ୍ତିଙ୍କ ଶବ କୁ ମେଡିକାଲ ରଖି କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। ଗତ ମଙ୍ଗଳବାର ଦିନ ବାଣ୍ଡିଗୁଡ଼ା ଗାଁ ର ରତ୍ନାକର ଗାଦବା ନାମକ ବ୍ୟକ୍ତି ମିସ୍ତ୍ରୀ କାମରେ ବାଇକ ଯୋଗେ ଗୀର୍ଲା ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସି ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା ଫଳରେ ରତ୍ନାକର ଙ୍କୁ ଗଭୀର ଆଘାତ ଲାଗିଥିଲା ତୁରନ୍ତ କୋଟପାଡ଼, ଜୟପୁର ପରେ ଭୁବନେଶ୍ୱର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ କାଲି ବିଶାଖାପାଟଣା ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ବେଳେ ବାଟରେ ରତ୍ନାକରଙ୍କ ମୃତ୍ୟୁ ହଇଥିଲା।

Koraput Town, Koraput | Jul 10, 2026