ଛତ୍ରପୁର: Berhampurରେ ରୋଲର ସ୍କେଟିଂ ରେସିଂ ଚମ୍ପିୟନସିପ୍ 2026 ଆୟୋଜିତ
ବ୍ରହ୍ମପୁର ଚଣ୍ଡିପଦରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ରେ ଅଷ୍ଟମ ଓଡ଼ିଶା ରାଜ୍ୟ ରେକିଙ୍ଗ୍ ରୋଲର ସ୍କେଟିଂ ଚମ୍ପିଆନସିପ୍ ୨୦୨୬ ଓ ପଞ୍ଚମ ଷ୍ଟେଟ୍ ଇଣ୍ଟର ସ୍କୁଲ ଚମ୍ପିଆନସିପ୍ ହେଲା । ୨ଶହ ରୁ ଅଧିକ ସ୍କେଟର ଅଂଶ ନେଇଥିଲେ। ପୁରସ୍କାର ବିତରଣ ଏବଂ ସମ୍ମାନ ଦିଆଯାଇଥିଲା ।