ବେତନଟୀଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଓରାଚନ୍ଦାବିଲା ଠାରେ ଚଢ଼ାଉକରିଚୋରା ବାଲିବୋଝେଇ ଟିପ୍ପର ଜବତଘଟଣାରେ ମୟୁରଭଞ୍ଜଜିଲ୍ଲା ମାଇନିଂବିଭାଗର ଏତଲାକ୍ରମେ ଶନିବାରରାତି ୧୧ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଏତଲାକାରୀ ମୟୁରଭଞ୍ଜଜିଲ୍ଲା ମାଇନିଂବିଭାଗର ଜୁନିୟର ମାଇନିଂ ଅଧିକାରୀ ଭବାନୀ ଶଙ୍କର ପାତ୍ରଙ୍କ ଅଭିଯୋଗ ମୁତାବକ ପେଟ୍ରୋଲିଙ୍ଗ ସମୟରେ ଓରାଚନ୍ଦାବିଲାରେ ଚଢ଼ାଉକରି ଚୋରା ବାଲିବୋଝେଇ ଟିପ୍ପର ଜବତ କରିଥିଲେ l