ପରଜଙ୍ଗ: କାମାକ୍ଷାନଗର ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ CSS କର୍ମୀଙ୍କ ଗଣଧାରଣା।
କାମାକ୍ଷାନଗର ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ CSS କର୍ମୀଙ୍କ ଗଣଧାରଣା। ଜିଲ୍ଲା କାମାକ୍ଷାନଗର ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପୂର୍ବାହ୍ନ ୧୧ଟାରେ ଧାରଣାରେ ବସିଛନ୍ତି CSS କର୍ମୀ (Customer Service Specialist )। କାମାକ୍ଷାନଗର ଉପଖଣ୍ଡର ସମସ୍ତ ବ୍ଲକର ଏମବିକେ, ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଏହି ଗଣ ଧାରଣାରେ ସାମିଲ ହୋଇଛନ୍ତି। ସେମାନଙ୍କ ପାଇଁ ସ୍ଥାୟୀ ଦରମା, ନିଯୁକ୍ତି, ଆକାଉଣ୍ଟ ପେ, ବକେୟା ରାଶି, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ପାଇଁ ସେମାନେ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ଦା