ଆଜି ନଭେମ୍ୱର 14 ତାରିଖ ଶୁକ୍ରବାର ସନ୍ଧ୍ୟା 7 ଟା ପାଖାପାଖି ସମୟରେ ଭଷ୍ମା ପୋଲିସ ଅଭିଯୁକ୍ତ ଯୋଗେଶ ସାହୁକୁ 35 BNS ରେ କୋର୍ଟ ନୋଟିସ ଜାରି କରିଛନ୍ତି। ଅଭିଯୁକ୍ତ ସାଢେ ସାତ ଲିଟର ମଦ ନେଇ ବେପାର କରିବାକୁ ଯାଉଥିବା ବେଳେ ସୂଚନା ପାଇ ଭଷ୍ମା ପୋଲିସ ତାକୁ ମଙ୍ଗଶ ପୁର ନିକଟରୁ ଗିରଫ କରିବା ସହ ମଦ ଜବତ କରିଥିଲେ ।