Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଜୁନାଗଡ: ଜୁନାଗଡ଼ ହାତୀ ବ୍ରିଜ଼ ନିକଟରେ ହାଇୱା ଓ ବାଇକ ଦୁର୍ଘଟଣା, ବାଇକ ଆରୋହୀ ମୃତ

Junagarh, Kalahandi | Jan 19, 2026
ଜୁନାଗଡ଼ ହାତୀନଦୀ ବ୍ରିଜ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ହେଲେ ଧର୍ମଗଡ ଥାନା ଚିଲିଚିଲା ଗାଁ ର ଉଗ୍ରେଶ୍ୱର ସାଗର। ସୂଚନା ଅନୁସାରେ ଉଗ୍ରେ ରାୟଗଡା ଜିଲ୍ଲା ଟିକିରି ରୁ ନିଜ ଗାଁ କୁ ଆସୁଥିବା ବେଳେ ଜୁନାଗଡ଼ ହାତୀ ବ୍ରିଜ଼ ନିକଟରେ ଓଡି ୦୮ କ୍ୟୁ ୧୮୬୫ ନମ୍ବର ବିଶିଷ୍ଟ ହାଇୱା ଓ ଓଆର ୦୮ ଇ ୦୫୩୮ ନମ୍ବର ବିଶିଷ୍ଟ ବାଇକ ମଧ୍ୟରେ ଧକ୍କା ହୋଇଥିଲା।