ବାଲେଶ୍ବର ସଦର: ବାଲେଶ୍ୱର-ଭଦ୍ରକ-ମୟୂରଭଞ୍ଜରେ ପୁଲିସ ଡିଜିପି ବିନୟତୋଷଙ୍କ ସହ ଆଇନଶୃଙ୍ଖଳା ସମୀକ୍ଷା
ବାଲେଶ୍ୱରରେ ପୁଲିସ ଡିଜିପି ବିନୟତୋଷ ମିଶ୍ର, ADG ସଞ୍ଜୟ କୁମାର ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଭଦ୍ରକ ଓ ମୟୂରଭଞ୍ଜ ସହିତ ପୂର୍ବାଞ୍ଚଳ ୩ ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା ହୋଇଛି। ୩ ଏସ୍ପି ଓ ବରିଷ୍ଠ ପୁଲିସ୍ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।