ନୂଆପଡା: ଆସନ୍ତାକାଲି ସକାଳ ୮.୩୦ରୁ ଗୁରୁବାର ସକାଳ ୮.୩୦ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ବର୍ଷାକୁ ଦୃଷ୍ଟିରେ ରଖ
ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାକୁ ଆସନ୍ତାକାଲି ସକାଳ ୮.୩୦ ମିନିଟରୁ ୨ ତାରିଖ ଗୁରୁବାର ସକାଳ ୮.୩୦ ମିନିଟ ପର୍ଯ୍ୟନ୍ତ ୟଲୋ ୱାର୍ଣିଂ ଜାରି କରଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହିତ ବର୍ଷା ହେବ ବୋଲି ସତର୍କ କରଯାଇଛି। ଏହାସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆଜି ୧ ଟାର ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।