ନୂଆପଡା ଠାରେ ଉପନିର୍ବାଚନ ପ୍ରଚାର ମଇଦାନରେ ରବିବାର ଅପରାହ୍ନ ସାଢେପାଞ୍ଚଟାରେ ସାମିଲ ହେଲେ ବଡ଼ସାହି ନିର୍ବାଚନମଣ୍ଡଳୀର ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ରବିବାର ଅପରାହ୍ନରେ ନୂଆପଡା ଠାରେ ପହଞ୍ଚିବା ପ୍ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାନ୍ୟବର ଲୋକପ୍ରିୟ ବିଧାୟକଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l