ଘସିପୁରା ବ୍ଲକ ଅନ୍ତର୍ଗତ ଅଳତୀ ଦରିଦ୍ର ନାରାୟଣ ବିଦ୍ୟାପୀଠ ରେ ପ୍ଲାଟିନମ୍ ଜୁବୁଲି ର ଶୁକ୍ରବାର ଉଦଘାଟନୀ ଉତ୍ସବରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭା ମାନ୍ୟବର ବାଚସ୍ପତି ସୁରମା ପାଢୀ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ତର ମୁକେଶ ମହାଲିଙ୍ଗ , ଲୋକସଭା ସାଂସଦ ଅନନ୍ତ ନାଏକ ଯୋଗଦେବେ ।