କୋରାପୁଟ ମୁନସିପାଲଟି ପରବ ମହୋତ୍ସବ ଉଦଯାପନୀ ସଂନ୍ଧ୍ୟାରେ କୋରାପୁଟ ଟାଉନ୍ ହଲରେ ଯୋଗଦେଇ ଶୁକ୍ରବାର ରାତି ୧୦ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। ଚଳିତବର୍ଷ ପରବ ଗତବର୍ଷ ଅପେକ୍ଷା ଅଧିକ ଉଚ୍ଚ କୋଟୀର କିଭଳି ହୋଇ ପାରିବ ସେନେଇ ପଞ୍ଚାୟତରୁ ବ୍ଳକ୍ ଓ ମୁନସିପାଲଟି ସ୍ତରୀୟ ପରବରେ ଚେଷ୍ଟା କରାଯାଉଥିବା ବିଧାୟକ କହିଛନ୍ତି।