ଢେଙ୍କାନାଳ ସଦର: ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଙ୍ଗ କଲ୍ୟାଣ ମଣ୍ଡପ ଠାରେ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗର ମିଳିତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବାଙ୍ଗୁରସିଂହ କଲ୍ୟାଣ ମଣ୍ଡପ ଠାରେ ଆଜି ତା ୬।୧୦ ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ହିଦୋଳରୋଡ ଅଗ୍ନଶମ ବାହିନୀ ଓ ହିନ୍ଦୋଳ ରୋଡ ବିଦ୍ୟୁତ ବିଭାଗ ମିଳିତ ଆନୁକୁଲ୍ୟରେ ଏକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଘଟିଥିବା ଅଗ୍ନିକାଣ୍ଡ ରୁ ନିଜକୁ ସୁରକ୍ଷିତ ରଖିବା ସହିତ ଜନସାଧାରଣ ଙ୍କୁ ତଥା ସରକାରୀ ସମ୍ପତ୍ତି କିପରି ରକ୍ଷା କରାଯାଇ ପାରିବ ସେ ସଂପର୍କରେ ହିନ୍ଦୋଳ ରୋଡ ଅଗ୍ନଶ୍ରମ ଅଧିକାରୀ ନବଘନ ମ