ତଲସରା: ଉପ ବାଚସ୍ପତି ଓ ବିଧାୟକ ଙ୍କର ପ୍ରସ୍ତାବିତ ସୁନ୍ଦରଗଡ଼ ଜିଲ୍ଲାର ୩୩ ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ
ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ରାଉରକେଲା ବିଧାୟକ ଶାରଦା ନାୟକ ଙ୍କର ପ୍ରସ୍ତାବିତ ୩୩ ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ ବୋଲି ସୂଚନା ମିଳିଛି। ଏହି ବିଷୟରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସହକାରୀ ସଚିବ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି।