ଫିରିଙ୍ଗିଆ ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ଏହି କାଯ୍ୟକ୍ରମ ଟି ସମବାର ଦିନ 11ଘଣ୍ଟିକା ରେ ଅନୁଷ୍ଠିତ ହଇଯାଇଛି, ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ଚାଷୀମାନଙ୍କୁ ସଶକ୍ତ କରିବା ଏବଂ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଫିରିଙ୍ଗିଆ ଠାରେ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସୋଇଲ ହେଲଥ କାର୍ଡ ବଣ୍ଟନ କରାଯାଇଛି। ଫିରିଙ୍ଗିଆ ପଞ୍ଚାୟତର ସଖିପଡା ଗ୍ରାମର ଗୋପାଳ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ପ୍ରଦୀପ ରଣା, ଘାସିରାମ କହଁର, ଶ୍ରୀ ରିବିନୀ କହଁର ଓ ମୁକୁନ୍ଦ କହଁର ଆଦି ଚାଷୀମାନେ ନିଜେ ଜିଲ୍ଲ