ଧର୍ମଗଡ: ବଡ଼ଘୁମର ଗାଁ ରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ।
ଧର୍ମଗଡ ବ୍ଲକ ବଡ଼ଘୁମର ଗାଁ ରେ ପୂଜା କମିଟି ତରଫରୁ ଠାରେ ୨୫ ତମ ମହାଲକ୍ଷ୍ମୀ ପୂଜା ପାଇଁ ସୋମବାର ସକାଳ ୧୧ ଟା ସମୟରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗ୍ରାମର ଶତାଧିକ ମହିଳା, ଯୁବତୀ ଓ ପୁରୁଷ ଏକତ୍ରିତ ହୋଇ ଘଣ୍ଟ ବାଦ୍ୟ, ସଂକୀର୍ତନ ର ତାଳେ ତାଳେ କଳସ ଯାତ୍ରା ରେ ବାହାରି ନିକଟସ୍ଥ ଜଳାଶୟ ରୁ ଜଳ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ।