Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ରେଢାଖୋଲ: ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ କଲାସି ପୂଜା ଅନୁଷ୍ଠିତ

Rairakhol, Sambalpur | Nov 2, 2025
ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ କଲାସି ପୂଜା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ରବିବାର ସଂଧ୍ୟାରେ କଳାସି ପୂଜା ଅନୁଷ୍ଠିତ ହୋଇଯାଇଛି । ରେଢ଼ାଖୋଲ ବ୍ଳକ ର କଦଳୀ ଗଡ , ସାମସିଂଗା ଓ ଜୁଜୁମୁରା ବ୍ଳକ ନୁଆ ବରଗାଁ ମାଲ ପଞ୍ଚାୟତର ବ୍ରାହ଼ମଣିପାଲି ଗ୍ରାମରେ ଏହି ପୂଜା ଗ୍ରାମର ସୁରକ୍ଷା ଓ ଗ୍ରାମବାସୀଙ୍କ ମଙ୍ଗଳ କାମନା ପାଇଁ ଦେବା ଦେବି ଙ୍କ ଠାରେ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ଏଥିରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଭକ୍ତ ମାନେ ଆସି ପୂଜାର୍ଚ୍ଚନା କରିଥାନ୍ତି ।