Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ସାହି ବସ୍ତିରେ ସଚେତନତା ସଭା ଓ ଦସ୍ତଖତ ଅଭିଯାନ

ଦେବଗଡ ସହର କେନ୍ଦ୍ର ସ୍ଥଳରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ କୋଠାକୁ ସ୍ଥାନାନ୍ତର ପରଠାରୁ ପୁରୁଣା ଡାକ୍ତରଖାନାରେ ୨୪ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି ।ଉକ୍ତ ଦାବିରେ ଦେବଗଡ ଜିଲ୍ଲା ଯୁବ ଏକତା ମଂଚର ବହୁ ସଦସ୍ୟ ପ୍ରାୟ ଏକ ସପ୍ତାହ ହେଲା ପୁରୁଣା ଡାକ୍ତରଖାନା ପରିସରରେ ରିଲେ ଧାରଣାରେ ବସିଛନ୍ତି ।ଉକ୍ତ ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ଆଜିଠାରୁ ଦେବଗଡ ପୌରାଂଚଳର ବିଭିନ୍ନ ସାହି ଏବଂ ବସ୍ତିରେ ସଚେତନତା ସଭା ସହିତ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।ଉକ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ମଂଚ ପକ୍ଷରୁ କୁହାଯାଇଛି ।

MORE NEWS

ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ସାହି ବସ୍ତିରେ ସଚେତନତା ସଭା ଓ ଦସ୍ତଖତ ଅଭିଯାନ - Debagarh News