ସାମାନ୍ୟ ପାଠପଢାକୁ କେନ୍ଦ୍ରକରି ମା’ଗାଳିଦେବାରୁ ବେତନଟୀଥାନା ମୁକ୍ତାପୁର ପଞ୍ଚାୟତ ଅଧୀନ ମଣତାପାଳରେ ଜନୈକା ଯୁକ୍ତତିନି ଶେଷବର୍ଷର ଛାତ୍ରୀ ଘରଭିତରେ ଫାଶୀଦେଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ବୁଧବାର ଅପରାହ୍ନ ୨ଟାରେ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଘରଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି l ଗୁରୁତର କଲେଜଛାତ୍ରୀ ଜଣକ ହେଉଛନ୍ତି ମଣତାପାଳ ଗ୍ରାମର ସନାତନ ମୁର୍ମୁଙ୍କ ଝିଅ ଲକ୍ଷ୍ମୀମଣି ମୁର୍ମୁ l