କୋଟପାଡ: କୋଟପାଡ଼ରେ ବନ୍ୟା ସ୍ଥିତି: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ ରୁପୁ ଭତ୍ରା
Kotpad, Koraput | Sep 30, 2026 କୋରାପୁଟ ଜିଲ୍ଲା କୋଟପାଡ଼ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ବିଧାୟକ ରୁପୁ ଭତ୍ରା। କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିଲେ। ଅଧିକାରୀଙ୍କ ସହ ଆଲୋଚନା କରି ସହାୟତା ଯୋଗାଇଦେବାକୁ ଦେଲେ ନିର୍ଦ୍ଦେଶ।