ଏରସମା: ବାଲିତୁଠ ବଡ଼ବୁଦା ଗ୍ରାମରୁ ମଦ ଜବତ ସହ ଜଣେ ଗିରଫ ଘଟଣା, ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ
ବାଲିତୁଠ ବଡ଼ବୁଦା ଗ୍ରାମରୁ ମଦ ଜବତ ସହ ଜଣେ ଗିରଫ ଘଟଣାରେ ଆଜି ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁସାରେ କୁଜଙ୍ଗ ପୋଲିସ ପକ୍ଷରୁ ଶନିବାର ଦିନ ବାଲିତୁଠ ବଡବୁଦା ଗ୍ରାମରେ ଚଢ଼ାଉ କରାଯାଇ ୩୬ ଲିଟର ଆସ୍କା-୪୦ ମଦ ସହ ସୁଶୀଲ ବେହେରାଙ୍କୁ ଗିରଫ କରଯାଇଥିଲା। ଅଭିଯୁକ୍ତର ଜାମିନ ନାମଞ୍ଜୁର ତାକୁ କୁଜଙ୍ଗ ଉପକାରାଗାରକୁ ପଠାଇ ଦିଆଯାଇଛି ।