ବଡଚଣା: ବଡ଼ଚଣା ବିଜେପି ପକ୍ଷରୁ ସାଉଡିଆ ଓ ମଝିପଡା ପଂଚାୟତରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉଦେଶ୍ୟରେ ଏକ ପେଡ ମା କେ ନାଁ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଡ଼ଚଣା ବିଜେପି ପକ୍ଷରୁ ସାଉଡିଆ ଓ ମଝିପଡା ପଂଚାୟତରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉଦେଶ୍ୟରେ ଏକ ପେଡ ମା କେ ନାଁ କାର୍ଯ୍ୟକ୍ରମ ଅନୁଷ୍ଠିତ l ରାଜ୍ୟକୁ ସବୁଜିମା କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉଦେଶ୍ୟ ରେ ଗଛ ଲଗା ଯାଉଛି l ଏହି ପରିପକ୍ଷରେ ଆଜି ବଡ଼ଚଣା ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଅତିଥିଭାବେ ଯୋଗଦେଇ ଗଛ ଲଗେଇ ଶୁଭାରମ୍ଭ କରିଥିଲେ l ସମସ୍ତେ ନିଜ ନିଜ ବାଡ଼ିର ଫାଙ୍କା ଜାଗାରେ ଗଛ ଲଗେଇବାକୁ ଶପଥ ନେଇଥିଲେ l