ବୁଧବାର ଦିନ ବୌଦ୍ଧ ସହରସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ସ୍ବେଛାସେବୀ ଗଠନ ନିମନ୍ତେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଜ଼ିଲ୍ଲା ଆବାହକ ରଣବୀର ରଣା, ପ୍ରାଥମିକ ଉପଚାର ପ୍ରଶିକ୍ଷକ ପ୍ରବୀର କୁମାର ଦାଶ, ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗର H. I. V ପରାମର୍ଶ ଦାତା ବନୋଜ କୁମାର ପ୍ରଧାନ, ଯକ୍ଷ୍ମାର ପରାମର୍ଶ ଦାତା ସର୍ବେଶ୍ୱର ନାଏକ ଯୋଗ ଦେଇଥିଲେ |