Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ହିନ୍ଦୋଳ: ହାତୀ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ସାତମାଇଲ ଠାରେ ରାସ୍ତାରୋକ, ଯାତାୟତ ବାଧାପ୍ରାପ୍ତ

Hindol, Dhenkanal | Jul 31, 2025
ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଆଜି ଗୁରୁବାର ସକାଳ ବେଳା ହିନ୍ଦୋଳ ରେଂଜ ବାଗଧରିଆ ଗ୍ରାମ ନିକଟରେ ୩ଟି ହାତୀ ଆକ୍ରମଣର ୩ଜଣଙ୍କର ମୃତ୍ୟୁ ହୋଇଛି । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସାତମାଇଲି ଛକରେ ରାସ୍ତା ରୋକ କରା ଯାଇଛି। ଯାହାଦ୍ୱାରା ପୁରୁଣା କଟକ ସମ୍ବଲପୁରରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ମୃତକ ୩ଜଣ ଗୋଟିଏ ଗ୍ରାମର ସେମାନେ ହେଲେ ଝୁଲଣ ଦେହୁରୀ,ଶଶୀ ସାହୁ ଓ କରୁଣାକର ଦେହୁରୀ ।