ଆଜି ଡ଼ିସେମ୍ବର 7 ତାରିଖ ରବିବାର ଅପରାହ୍ନ 4 ଟା ପାଖାପାଖି ସମୟରେ ଏହି ଟ୍ରଲର ଗୁଡିକ ଭଷ୍ମା ପୋଲିସ ସ୍କାନରରେ ଧରା ପଡିଛନ୍ତି। ଢାଙ୍କି ଢୁଙ୍କି ନେଉ ଥିଲେ ମଧ୍ୟ ପୋଲିସ ଏହି ବେଆଇନ କାରବାର କରୁଥିବା ଯାନକୁ ଜବତ କରିବାରେ ସଫଳ ହୋଇଛନ୍ତି। ପୋଲିସ ଜବତ କରିଥିବା ଟ୍ରଲର ଗୁଡ଼ିକ ହେଲା - OD-23R-8016, WB-31N-0550, OD -16N-7355, CG - 08 BF-7664 ଓ JH -02AZ-4028 । ଏହି ଗାଡ଼ି ମାଲିକଙ୍କ ମଧ୍ୟରୁ ଜଣେ ଗାଡି ମାଲିକ ଏ ଯାଏଁ ଥାନାରେ ପହଞ୍ଚି ନ ଥିବାରୁ ତାଙ୍କ ଗାଡ଼ି ଉପରେ ଜୋରିମାନା ଆଦାୟ ହୋଇ ନ ଥିବା ବେଳେ ଅନ୍ୟ ଚାରୋଟି ଗାଡ଼ି ଉପରୁ 2ଲକ୍ଷ ଟଙ୍କା ଜୋରିମାନା ଆକାରରେ