ଆସିକା: ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ ଦୁଇ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଲେ ଖାରିଆ,ଭେଟନଇ, ଜୟପୁର ଭଳି ବିଭିନ୍ନ ପଞ୍ଚାୟତ ଲୋକେ
Asika, Ganjam | Oct 19, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ର ଖାରିଆ,ଭେଟନଇ,ଜୟପୁର ଭଳି ବିଭିନ୍ନ ପଞ୍ଚାୟତ ରେ ଆଭାସୀ କାର୍ଯ୍ୟକ୍ରମ ଆୟୋଜନ ହୋଇଛି l କାର୍ଯ୍ୟକ୍ରମ ରେ ବହୁ ଅଞ୍ଚଳବାସୀ ଯୋଗଦେଇଥିବା ଦେଖିବାକୁ ମିଳିଛି l