ଘସିପୁରା: ସିଆରପି ଙ୍କର କାଯ୍ୟ ଅନୁଯାଇ ଦରମା ଦାବିରେ କାଯ୍ୟବନ୍ଦ ପାଇଁ ଘସିପୁରା ବ୍ଲକରେ ବିଡ଼ିଓଙ୍କୁ ଦାବିପତ୍ର
ସିଆରପି ଙ୍କର କାଯ୍ୟ ଅନୁଯାଇ ଦରମା ଦାବିରେ କାଯ୍ୟବନ୍ଦ ପାଇଁ ଏବଂ ଘସିପୁରା ବ୍ଲକରେ ବିଡ଼ିଓଙ୍କୁ ଦାବିପତ୍ର ସହ ଧାରଣା ଦେଲେ ସିଆରପି l ଏଥିରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟାକରୁଥିବା ସିଆରପି ଉପସ୍ଥିତ ଥିଲେ।