କାମାକ୍ଷାନଗର: ସାଇ ବିହାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
କାମାକ୍ଷାନଗର ସାଇବିହାର ଠାରେ ରବିବାର ୧୦ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସତ୍ୟସାଇ ସେବା ସଂଗଠନ ତରଫରୁ ରବିବାର ସାଇ ବିହାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ସାଇ ପ୍ରେମୀ ଓ ଅଞ୍ଚଳରୁ ଲୋକମାନେ ଆସି ରକ୍ତଦାନ କରିଥିଲେ ।