ଆଜି ଡିସେମ୍ବର 30 ତାରିଖ ମଙ୍ଗଳବାର ପୂର୍ବାହ୍ନ 11:30 ରୁ ଆରମ୍ଭ ହୋଇ ଅପରାହ୍ନ 1:45 ପର୍ଯ୍ୟନ୍ତ ଚାଲିଥିଲା ଏହି ଗୁରୁତ୍ବ ପୂର୍ଣ୍ଣ ତଥା ସମ୍ବେଦନ ଶୀଳ ବୈଠକ। ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ରାସାୟନିକ ସଙ୍କଟ, ପରବର୍ତ୍ତୀ ପରିଚାଳନା ବୈଠକ ବା ଆପତ୍ତ କାଳୀନ ବୈଠକ ହୋଇଥିଲା। କୌଣସି ପ୍ରକାର ଶିଳ୍ପ ଜନିତ କାର୍ଯ୍ୟକଳାପ ହେତୁ ଉତ୍ପନ୍ନ ହେଉଥିବା ବଡ଼ ଧରଣର ଦୁର୍ଘଟଣାକୁ କିପରି ପ୍ରତିରୋଧ କରାଯାଇପାରିବ ସେ ନେଇ ସୁନ୍ଦରଗଡ଼ ଜିଲ୍ଳାର ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଲାଇନ୍ ବିଭାଗ ଏହି ବୈଠକରେ