କଣ୍ଟାମାଳ: ବୌଦ୍ଧ: କଣ୍ଟାମାଳରେ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେరାର
ବୌଦ୍ଧ ଜିଲ୍ଲା କଣ୍ଟାମାଳର ମେଟାକାନି ଛକ ନିକଟରେ ଯୁବକଙ୍କୁ ଗୁଳିମାଡ଼। ବାଇକ୍ରେ ଯାଉଥିବା ସମୟରେ ଖାଲ ଯୋଗୁଁ ଗାଡ଼ି ଅଟକିବା ବେଳେ ଅଜଣା ବ୍ୟକ୍ତି ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଆହତଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି।