Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଅମ୍ବାଭୋନା: ଗତ 2/3 ଦିନଧରି ବର୍ଷାଯୋଗୁଁ ମହାନଦୀକୂଲିଆ ଗାଁ ଚିଖିଲି ନିକଟସ୍ଥ ମହାନଦୀରେ ବଢୁଛି ଜଳସ୍ତର, ଧାନକ୍ଷେତରେ ମାଡିଲା ବଢିପାଣି

ଗତ 2/3 ଦିନ ଧରି ବର୍ଷା ତଥା ନିକଟସ୍ଥ ଛତିଶଗଡ ରେ ବର୍ଷା ଯୋଗୁଁ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାନଦୀକୂଲିଆ ଗାଁ ଚିଖିଲି, ଅନ୍ତରାଡି ଓ ଅନ୍ଯାନ୍ଯ ଗ୍ରାମର ନିକଟସ୍ଥ ମହାନଦୀ ରେ ଜଳସ୍ତର କ୍ରମାଗତ ବଢୁଥିବାରୁ ବଢିପାଣୀ ଏହି ଗ୍ରାମର ଚାଷୀଙ୍କ ଧାନକ୍ଷେତରେ ବନ୍ଯା ଜଲ ମାଡିଯାଇଛି । ଯଦ୍ବାରା ଚାଷୀଙ୍କ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଯାହା ଆଜିର ଅପରାହ୍ନ 4:30 PM ର ଅପଡେଟ ଅନୁଷାରେ ଆହୁରୀ ମଧ୍ଯ ବନ୍ଯା ଜଳ ବଢୁଛି

MORE NEWS