Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଖଲ୍ଲିକୋଟ୍: ବଡ଼ ଏକାଦଶୀ ତିଥିରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ

Khalikote, Ganjam | Sep 3, 2025
ଆଜି ହେଉଛି ବଡ଼ ଏକାଦଶୀ । ବଡ଼ ଏକାଦଶୀରେ ଶ୍ରୀଜିଉଙ୍କ ପୂଜା କରିବା ପାଇଁ ଆଜି ଦିନ ୧୦ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ହାଜର ହଜାର ଭକ୍ତଙ୍କ ପ୍ରବଳ ଭିଡ ଜମି ଥିବା ଦେଖିବାକୁ ମିଳିଛି । ଖଲ୍ଲିକୋଟ ସହ ଏହାର ଆଖପାଖ ବିଭିନ୍ନ ଗ୍ରାମାଞ୍ଚଳ ରୁ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ସେପଟେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି ।