Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଦେବଗଡ: ଜିଲ୍ଲାରେ ହୋଇଥିବା ତୃଟିପୂର୍ଣ୍ଣ ହାଇଟେକ ସର୍ଭେକୁ ରଦ୍ଦ କରିବା ପାଇଁ ବିଧାନସଭାରେ ଦାବି ଉଠାଇଲେ ଦେବଗଡ ବିଧାୟକ

ଦେବଗଡ ଜିଲ୍ଲାରେ ହୋଇଥିବା ତୃଟିପୂର୍ଣ୍ଣ ହାଇଟେକ ସର୍ଭେକୁ ସମ୍ପୁର୍ଣ୍ଣ ରଦ୍ଦ କରିବା ପାଇଁ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ବିଧାନସଭାରେ ଦାବି ଉଠାଇବା ସହିତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କେବେ ସୁଦ୍ଧା ଏହାକୁ ସମ୍ପୁର୍ଣ୍ଣ ରଦ୍ଦ କରି ଦେବଗଡ ବାସୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ଏବଂ ଏହା ଉପରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହାର ଲିଖିତ ଉତର ଦେଇଛନ୍ତି ।

MORE NEWS

ଦେବଗଡ: ଜିଲ୍ଲାରେ ହୋଇଥିବା ତୃଟିପୂର୍ଣ୍ଣ ହାଇଟେକ ସର୍ଭେକୁ ରଦ୍ଦ କରିବା ପାଇଁ ବିଧାନସଭାରେ ଦାବି ଉଠାଇଲେ ଦେବଗଡ ବିଧାୟକ - Debagarh News