କାମାକ୍ଷାନଗର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା କାମାକ୍ଷାନଗର ଓକିଲ ସଂଘ ତରଫରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ
ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା କାମାକ୍ଷାନଗର ଓକିଲ ସଂଘ ତରଫରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଓକିଲ ସଂଘ ତରଫରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି ।ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାକୁ ନେଵା କାମାକ୍ଷାନଗର ଓକିଲ ମାନେ କରୁଛନ୍ତି ଆନ୍ଦୋଳନ ।