ଦେବଗଡ: ରିଆମାଳରେ ଦଶହରା କ୍ରୀଡ଼ା ପ୍ରତିଯୋଗିତା: କୃତୀ ପ୍ରତିଯୋଗୀ ପୁରସ୍କୃତ
ଦେବଗଡ଼ ଜିଲ୍ଲା ରିଆମାଳରେ ଦଶହରା ଅବସରରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।