ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କରମୂଳ ଦୈ।ଡେଶ୍ୱର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ଭାସି ଆସି ଲାଗିଛି ଅଜଣା ବ୍ୟକ୍ତିଙ୍କ ଶବ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କରମୂଳ ପଞ୍ଚାୟତ ଦୈ।ଡେଶ୍ୱର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ଭାସି ଆସି ଲାଗିଛି ଜଣେ ଅଜଣା ବ୍ୟକ୍ତିଙ୍କର ଶବ । ସୂଚନା ଅନୁସାରେ ଆଜି ତା ୨୧।୧୦ ରିଖ ଅପରାହ୍ନ ୪ ଟା ସମୟରେ ନଦୀକୁ ଶୈ।ଚ ହେବା ପାଇଁ ଯାଇଥିବା କିଛି ବ୍ୟକ୍ତି ଶବଟି ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଯୋରନ୍ଦା ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିବା ସହିତ ତଦନ୍ତ ଜାରି ରଖିଛନ୍ତି। ଗଁଦିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।