ବଲାଙ୍ଗୀର: ବଲାଙ୍ଗିର ଜଲାରାମ ମନ୍ଦିରରେ ଗରବା ଓ ଡାଣ୍ଡିଆ ଉତ୍ସବ, ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ
ବଲାଙ୍ଗିର ଜଲାରାମ ମନ୍ଦିରରେ ଗୁଜରାଟି ସମାଜ ଦ୍ୱାରା ଆୟୋଜିତ ଗରବା ଓ ଡାଣ୍ଡିଆ ଉତ୍ସବରେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ। ମାତାଙ୍କ ଦର୍ଶନ କରିବା ସହ ସାଂସ୍କୃତିକ ଉତ୍ସବର ଉଲ୍ଲାସରେ ସାମିଲ ହେଲେ ପୌରାଧ୍ୟକ୍ଷା।