ଚନ୍ଦନପୁର: ବୁଧବାର ବିରବଳଭଦ୍ର ପୁର ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ bjp ରାଷ୍ଟ୍ରୀୟ ମୂଖପାତ୍ର
ବୁଧବାର ସନ୍ଧ୍ୟା 7 ଘଟିକା ସମୟରେ ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ଅନ୍ତର୍ଗତ ବୀରବଳଭଦ୍ରପୁର ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ମୂଖପାତ୍ର ଡାକ୍ତର ସମ୍ବିଦ ପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧେଶ ରେ ଜନତାଙ୍କ ସମସ୍ତ ସମସ୍ୟାର ସମାଧାନ କରାଜୀବବୋଲି ଜନତାଙ୍କୁ ପ୍ରତିଶୃତି ଦେଇଥିଲେ । ଆସନ୍ତା ନିର୍ବାଚନରେ bjp ଭଲ ପ୍ରଦର୍ଶନ କରିବା ପାଇଁ ସ୍ଥିତି ସୁଦୃଢ଼ ନେଇ ଆଲୋଚନା କରାଯାଇଥିବା ସୂଚନା ହସ୍ତଗତ ହୋଇଛି ।