ଖୁଣ୍ଟ ପାଲି ଗ୍ରାମ ରୁ ନାଗ ସାପ ଉଦ୍ଧାର ଆଜି ଖୁଣ୍ଟ ପାଲି ଗ୍ରାମର ର ଜଣେ ବ୍ୟକ୍ତିଙ୍କ ଘରରେ ଏକ ନାଗ ସାପ ପ୍ରବେଶ କରିଥିବା ଘଟଣା ଘଟିଛି। ସାପଟି କେଉଁ ପଥରେ ଘର ଭିତରକୁ ଆସିଥିଲା ଏହା ଜଣା ପଡ଼ିନାହିଁ, କିନ୍ତୁ ଏହା ଘର ଭିତରେ ରହିବାରୁ ଘରବାସୀଙ୍କ ଭୟ ସୃଷ୍ଟି କରିଥିଲା। ଶେଷରେ, ସାପ ଉଦ୍ଧାର ସୁଚନା ପାଇ ସଂକଟସ୍ଥଳରେ ପହଞ୍ଚିଥିଲେ।ଓ ସାପଟିକୁ ସୁରକ୍ଷାରୂପେ ଉଦ୍ଧାର କରି, ଏହାକୁ ଜଙ୍ଗଳରେ ଛାଡ଼ିଦେଇ ଥିବା ଆଜି ରାତି ୧୦ଟା ସମୟରେ ସୂଚନା ଦେଇଛନ୍ତି ।ତେବେ ସାପ ଟି ସ୍ପେକ୍ତିକଲ କୋବ୍ରା ପ୍ରଜାତି ର ବିଷାକ୍ତ ନାଗ ସାପ ବୋଲି ଜଣା ପଡିଛି ।