Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ତାଳଚେର ସଦର: ସମଲ ମିନି ଷ୍ଟାଡିୟମ ଠାରେ ସମଲ କପ -୨୦୨୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Talcher Sadar, Angul | Dec 28, 2025
ସମଲ ମିନି ଷ୍ଟାଡିୟମ ଠାରେ ରବିବାର ସକାଳ ୧୦ ଘଟିକା ସମୟରେ ଆୟୋଜିତ ସମଲ କପ -୨୦୨୫ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ ଯୋଗଦେଇ ଯୁବ ଖେଳାଳି ବନ୍ଧୁମାନଙ୍କୁ ଉତ୍ସାହିତ କରିବା ସହିତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବା ସମସ୍ତ ଆୟୋଜକ ବନ୍ଧୁଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମ କୃଷ୍ଣ ପ୍ରଧାନ ଯୋଗ ଦେଇଥିଲେ ।