କୋରାପୁଟ ସହର: ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କୋରାପୁଟ ବାସଭବନରେ ସ୍ଵାସ୍ଥ୍ୟବସ୍ଥା ଦେଖିଲେ ମୁନସିପାଲଟି ଚେୟାରମେନ
ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସ୍ଵାସ୍ଥ୍ୟ ଦୀର୍ଘଦିନ ହେବ ଅସୁସ୍ଥତା ଥିବା ବେଳେ ଆଜି ସନ୍ଧ୍ୟା ୭ଟା ସମୟରେ କୋରାପୁଟ ବାସଭବନରେ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ ପହଞ୍ଚି ସ୍ଵାସ୍ଥ୍ୟବସ୍ଥା ଦେଖିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଚେୟାରମେନ ଲଲାଟ ରଞ୍ଜନ ସେଠୀ।