କାମାକ୍ଷାନଗର: କାଦବସନ୍ତ ଗାଁରେ ବାଘ ଆତଙ୍କ ଗାଈକୁ ଜଙ୍ଗଲରେ ବାଘ କଲା ଆକ୍ରମଣ, ବୁଧବାର ୧ଟାରେ ବନ ବିଭାଗ ତରଫରୁ ଜଙ୍ଗଲରେ ପେଟ୍ରୋଲିଂଗ ଜାରି
କାଦବସନ୍ତ ଗାଁରେ ବାଘ ଆତଙ୍କ ଗାଈକୁ ଜଙ୍ଗଲରେ ବାଘ କଲା ଆକ୍ରମଣ, ବୁଧବାର ୧ଟାରେ ବନ ବିଭାଗ ତରଫରୁ ଜଙ୍ଗଲରେ ପେଟ୍ରୋଲିଂଗ ଜାରି ।ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାଦବସନ୍ତ ଗାଁରେ ବାଘ ଆତଙ୍କ ଗାଈକୁ ଜଙ୍ଗଲରେ କଲା ଆକ୍ରମଣ ।ଗତ କିଛିଦିନ ହେଲାଣି ମହାବିରୋଡ଼ ରେଞ୍ଜ ଅନନ୍ତପୁର ଜଙ୍ଗଲରେ ବାଘ ଥିବା ଖବର ଥିବାବେଳେ ପୁଣି କାଦବସନ୍ତ ଗାଁରେ ଗାଈକୁ କଲା ଆକ୍ରମଣ ଏହାକୁ ନେଇ ବୁଧବାର ବନ ବିଭାଗ ତରଫରୁ ଜଙ୍ଗଲରେ କରାଯାଇଛି ପେଟ୍ରୋଲିଂଗ ।