ସୋନପୁର: ଦିନ କୁ ଦିନ ଅଶାନ୍ତ ହେବାକୁ ଯାଉଛି କମସରା ଅଞ୍ଚଳ ଦିନ ଦୁଇପହରରେ ଚାଲିଛି ଲୁଟପାଟ ସୋସିଆଲ ମିଡ଼ିଆ ୟୁଜର ଉଠେଇଲେ ପ୍ରଶ୍ନ
ଦିନ କୁ ଦିନ ଅଶାନ୍ତ ହେବାକୁ ଯାଉଛି କମସରା ଅଞ୍ଚଳ ଦିନ ଦୁଇପହରରେ ଚାଲିଛି ଲୁଟପାଟ ସୋସିଆଲ ମିଡ଼ିଆ ରେ ଯୁଜର ଉଠେଇଲେ ପ୍ରଶ୍ନ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମସରା ପାଣ୍ଡି ଅଞ୍ଚଳରେ ଚାଲିଛି ନିଶାକାରବାର I ନିଶା ସେବନ କରି ଲୋକଙ୍କ ଠୁ ଚାଲିଛି ଦିନ ବେଳା ଲୁଟପାଟ I ଏପଟେ ପୋଲିସ ର ଦୃଷ୍ଟି ପଡ଼ୁନଥିବା ନେଇ ସୋସିଆଲ ମିଡ଼ିଆ ରେ ଆଜି ଜଣେ ୟୁଜର ଦିନ 5ଘଣ୍ଟା ସମୟ ରେ ଦୃଷ୍ଟି ଦେବା ସହ ପ୍ରଶ୍ନ ଉଠେଇଛନ୍ତି I